PMEC Recruitment 2026: Clerk ଆର Assistant ପୋଷ୍ଟ ବାହାରିଛେ! 📢 Salary ₹35,000 | ଜଲଦି Apply କରୁନ୍!

PMEC ନୂଆଁ Recruitment 2026 🏢 Clerk ପୋଷ୍ଟ ଲାଗି Notification ଆସିଗଲା | ମାସିକ Salary ₹35,000 | Full Details ଦେଖୁନ୍ 

ନମସ୍କାର ସଙ୍ଗାତ ମାନେ! Parala Maharaja Engineering College (PMEC), Berhampur ଆଡୁ ଏକ ବଡ଼ ନିଯୁକ୍ତି ସୁଯୋଗ ବାହାରିଛେ।
PMEC Berhampur ରେ ଖାଲି ଥିବାର Placement Officer, System Manager, Assistant Librarian, ଆର Technician ପୋଷ୍ଟ ଲାଗି ନୂଆଁ Notification ଆସିଯାଇଛେ। ସବୁଠୁ ଭଲ କଥା ହେଉଛେ ଯେ, ଏଥର ଲାଗି ଆପଣଙ୍କୁ କୌଣସି Exam ଦେବାକେ ନାଇଁପଡ଼େ, ଇଟା ସିଧା Walk-in-Interview ମାଧ୍ୟମରେ ଚୟନ କରାଯିବା।
PMEC Berhampur Recruitment 2026 Notification for Clerk and Assistant

PMEC Vacancy 2026: Placement Officer, Librarian ଆର Technician ପଦବୀ

PMEC ନିଯୁକ୍ତି 2026: ମାସିକ Salary ₹35,000 | ସବୁ Details ଇଥାନେ ଦେଖୁନ୍ 💼 ! Odisha Govt Job 2026

  • Organization Name: Parala Maharaja Engineering College (PMEC), Berhampur
  • Type of Job: ଓଡ଼ିଶା ସରକାରୀ ଚାକିରି (Odisha Government Job)
  • Post ର ନାଁ (Name of the Post): Placement Officer, System Manager, Assistant Librarian, ଆଉ Technician.
  • Application Mode: ସିଧା Walk-in-Interview (କୌଣସି ପରୀକ୍ଷା ନାଇଁ ହୁଏ).
  • କିଏ Apply କରିପାରବେ (Who can apply): ଓଡ଼ିଶାର ସବୁ ଜିଲ୍ଲାର ପିଲା (All Odisha Candidates) Apply କରିପାରବେ.
  • Place of Posting: ଓଡ଼ିଶା (Odisha) ଭିତରେ ରହିବା.
  • Last Date (ଶେଷ ତାରିଖ): 16/01/2026 ତାରିଖ ତକ୍ Interview ଚାଲବା.
  • Gender (ଲିଙ୍ଗ): ଉଭୟ ପୁରୁଷ ଆର ମହିଳା (Both Male & Female) ଏଥିଲାଗି ଯୋଗ୍ୟ.

BPM Recruitment 2026 Eligibility: କେନ୍ ପିଲା Apply କରିପାରବେ? 🧐 ଶିକ୍ଷାଗତ ଯୋଗ୍ୟତା ଆର ସବୁ Details

ଶିକ୍ଷାଗତ ଯୋଗ୍ୟତା (Educational Qualification)

ଇ ପୋଷ୍ଟ ଲାଗି ଆବେଦନ କରବାର ଲାଗି, ପାର୍ଥୀ ମାନେ କେନ୍ସି ବି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ (Recognised University) ରୁ ତଳେ ଦିଆଯାଇଥିବାର କୌଣସି ଗୋଟେ ଡିଗ୍ରୀ କରିଥିବା ଦରକାର:
  • B.Tech
  • MBA
  • MCA
  • Post Graduation (PG)
Note: ଶିକ୍ଷାଗତ ଯୋଗ୍ୟତା ବିଷୟରେ ଆହୁରି ଅଧିକା ଜାନବାର ଲାଗି, ଦୟାକରି ସରକାରୀ Notification PDF କେ ଭଲ କରି ଚେକ୍ କରୁନ୍

ବୟସ ସୀମା (Age Limit Details)

ନୋଟିଫିକେସନ୍ ହିସାବେ ଇ ଚାକିରି ଲାଗି ବୟସର ସୀମା ଏନ୍ତା ରହିଛେ:
  • କମ୍ ସେ କମ୍ ବୟସ (Minimum Age): ୨୧ ବର୍ଷ ହେଇଥିବା ଦରକାର।
  • ବେଶୀରୁ ବେଶୀ ବୟସ (Maximum Age): ୪୨ ବର୍ଷରୁ ଅଧିକା ହେଇନାଇଁଥିବା ଦରକାର।
ବୟସ କୋହଳ (Age Relaxation):

ସରକାରୀ ନିୟମ (Government Rules) ହିସାବେ ତଳେ ଦିଆଯାଇଥିବାର Category ପିଲାମାନଙ୍କୁ ବୟସରେ ଛାଡ଼ ମିଳବା:
  • OBC Students ମାନଙ୍କ ଲାଗି ୦୩ ବର୍ଷ ଛାଡ଼ ଅଛି।
  • ST/SC/PWD Candidates ମାନଙ୍କ ଲାଗି ୦୫ ବର୍ଷ ଛାଡ଼ ଅଛି।
  • Ex-Serviceman ମାନଙ୍କ ଲାଗି ବି ୦୫ ବର୍ଷ ର ଛାଡ଼ ରହିଛେ।
  • PWD + SC/ST ପିଲାମାନଙ୍କ ଲାଗି ସବୁଠୁ ଅଧିକା ୧୫ ବର୍ଷ ର ଛାଡ଼ ଦିଆଯାଇଛେ।
ଅଧିକ ଜାନବାର ଲାଗି: ଏହା ବିଷୟରେ ଆହୁରି ଅଧିକ ଜାନବାର ଲାଗି ଦୟାକରି ଏହାର Official Website କେ Visit କରୁନ୍।

Salary (ଦରମା) :- 

ଏହି ପୋଷ୍ଟ ଗୁଡ଼ାକ ଲାଗି ଆପଣଙ୍କୁ ମାସିକ ₹35,000/- ଦରମା ମିଳବା।

ଚୟନ ପ୍ରକ୍ରିୟା (Selection Process)

ପାର୍ଥୀ ମାନଙ୍କୁ ତଳେ ଦିଆଯାଇଥିବାର Step ହିସାବେ ବଛାଯିବା:
  • Written Examination: ୮୦ ମାର୍କ (୪୦ ଟା MCQ Questions ଆସବା)।
  • Viva-voce: ୨୦ ମାର୍କ (Interview)।
Application Fees (ଆବେଦନ ଫି)

ସବୁ Category ର ପାର୍ଥୀ (General, EWS, OBC, SC/ST, PhD) ମାନଙ୍କ ଲାଗି ଆବେଦନ ଫି ₹500/- ରଖାଯାଇଛେ।

PMEC Recruitment 2026: Interview ଲାଗି କାଣା କାଣା Documents ଦରକାର? 📄 Full List ଦେଖୁନ୍!

୧. Qualification Certificates: ଆଗରୁ କୁହାଯାଇଥିବାର ସବୁ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ୍ (B.Tech/MBA/MCA/PG) ଆର ମାର୍କସିଟ୍।
୨. Date of Birth Proof: ଆପଣଙ୍କର ଜନ୍ମ ତାରିଖ ପ୍ରମାଣ ଲାଗି SSLC/HSC (୧୦ମ ଶ୍ରେଣୀ) ସାର୍ଟିଫିକେଟ୍।
୩. Passport Size Photo: ଦୁଇଟା ନୂଆଁ କଲର ପାସପୋର୍ଟ ସାଇଜ୍ ଫୋଟୋ (Two recent color photos)।
୪. Caste Certificate: ଯଦି ଆପଣ Reservation Category (SC/ST/OBC) ର ଅଟନ୍ତି, ହେଲେ ନିଜର ଜାତି ପ୍ରମାଣପତ୍ର ନେଇକରି ଯିବେ।
୫. Experience Certificate: ଯଦି ଆପଣ ଆଗରୁ କେନ୍ତା କାମ କରିଛନ୍, ହେଲେ ସେହି କାମର ସାର୍ଟିଫିକେଟ୍ (Experience Certificate) ସାଙ୍ଗରେ ଧରିଥିବେ।

Pro Tip: ସବୁ Documents ର ଗୋଟେ ସେଟ୍ Self-Attested Xerox (ନିଜର ଦସ୍ତଖତ ଥିବାର ଫଟୋକପି) ରେଡି କରି ରଖୁନ୍, ଯେନ୍ତା କି Interview ସମୟରେ ସୁବିଧା ହେବା।

PMEC Recruitment 2026: Interview Date Janun! 📅 Kabhe hoba Walk-in-Interview? Full Schedule

  • Apply Start Date (ଆବେଦନ ଆରମ୍ଭ): ଇଟା ଆଗରୁ ଆରମ୍ଭ ହେଇଗଲାଣେ (Already Started), ଅର୍ଥାତ୍ ୧୦/୧୨/୨୦୨୫ ରୁ ଆପ୍ଲାଏ ଚାଲିଛେ।
  • Last Date (ଶେଷ ତାରିଖ): ଏହାର ଶେଷ ତାରିଖ ହେଉଛେ ୨୬/୧୨/୨୦୨୫।

PMEC Job 2026 Apply Online/Offline: ଫର୍ମ କେନ୍ତା କରି ପକାବେ? ✅ How to Apply Full Process

୧. ସବୁଠୁ ପହଲେ ଆମର Official Website କେ ଯାଉନ୍ ଆଉ Latest Job Notification ଟା କେ ଖୋଜୁନ୍।
୨. Apply କରିବା ଆଗରୁ ସବୁ Notifications କେ ଭଲ କରି ପଢ଼ି ନିଅନ୍ତୁ ଯେନ୍ତା କି କିଛି ଭୁଲ୍ ନାଇଁ ହେବା।
୩. ଫର୍ମ ରେ ଯେନ୍ ଯେନ୍ Details (ନାଁ, ଠିକଣା, Qualification) ମାଗିଛେ, ହେଟା କେ ସାବଧାନୀ ସାଙ୍ଗେ ଭରୁନ୍।
୪. Registration କଲା ବେଳେ ସବୁ Required Documents ପାଖରେ ରଖିଥିବେ।
୫. ଆପଣଙ୍କର ନୂଆଁ Passport size photo ଆଉ Signature ଦରକାର ପଡ଼ିପାରେ, ହେଟା କେ ରେଡି ରଖୁନ୍।
୬. ତା'ପରେ Declaration Form କେ ଭଲ କରି ପଢ଼ୁନ୍ ଆଉ ସେଥିରେ Agree କରୁନ୍।
୭. ଯଦି Application Fees ପଇଠ କରିବାର ଅଛି, ହେଲେ ସେଟା କେ ଜମା କରୁନ୍।
୮. ପଇସା ଦେବା ଲାଗି ଆପଣ Credit Card, Debit Card, UPI କିମ୍ବା Net Banking ର ବ୍ୟବହାର କରିପାରବେ।
୯. ମନେ ରଖୁନ୍, ଇଟା Offline Apply ଆୟେ, ତେଣୁ ଫର୍ମ କେ ଭଲ କରି Fill-up କରୁନ୍।
୧୦. ସବୁ ହେଇଗଲା ପରେ Submit କରୁନ୍ ଆଉ ଫର୍ମ ର ଏକ Hard Copy (Printout) ବାହାର କରି କରି ପାଖରେ ରଖୁନ୍।
୧୧. ଇଟା Offline Form ହେଇଥିବାରୁ, ସେହି Hard Copy କେ ଦିଆଯାଇଥିବାର Venue (ଠିକଣା) କେ ପଠେଇ ଦିଅନ୍ତୁ ଆଉ Admit Card ଲାଗି ଅପେକ୍ଷା କରୁନ୍।

IMPORTANT LINK 

ସାଧାରଣରେ ପଚରାଯାଉଥିବା ପ୍ରଶ୍ନ (FAQs)
ପ୍ରଶ୍ନ ୧: PMEC Recruitment 2026 ଲାଗି ଆବେଦନ କରିବାର ଶେଷ ତାରିଖ କେବେ?
ଉତ୍ତର: ଏହି ଚାକିରି ଲାଗି ଆବେଦନ କରିବାର ଶେଷ ତାରିଖ ହେଉଛେ ୨୬/୧୨/୨୦୨୫ (Check official PDF for confirmation)।

ପ୍ରଶ୍ନ ୨: ଏହି ପୋଷ୍ଟ ଲାଗି ମାସିକ ଦରମା (Salary) କେତେ ମିଳିବ?
ଉତ୍ତର: ଯୋଗ୍ୟତା ଆଉ ପୋଷ୍ଟ ହିସାବେ ଆପଣଙ୍କୁ ମାସିକ ₹୩୫,୦୦୦/- ପର୍ଯ୍ୟନ୍ତ Salary ମିଳିପାରେ।

ପ୍ରଶ୍ନ ୩: PMEC ବ୍ରହ୍ମପୁର ଚାକିରି ଲାଗି କିଏ ଆବେଦନ କରିପାରିବେ?
ଉତ୍ତର: ଓଡ଼ିଶାର ସବୁ ଜିଲ୍ଲାର ପୁରୁଷ ଆଉ ମହିଳା (All Odisha Both Male & Female) ପାର୍ଥୀମାନେ ଏହି ପୋଷ୍ଟ ଲାଗି ଯୋଗ୍ୟ।

ପ୍ରଶ୍ନ ୪: ଏଥିଲାଗି କଣ କୌଣସି ପରୀକ୍ଷା (Exam) ହେବ?
ଉତ୍ତର: ନାଁ, ଏଥିରେ ଚୟନ ପ୍ରକ୍ରିୟା Written Test (୮୦ ମାର୍କ) ଆଉ Interview/Viva-voce (୨୦ ମାର୍କ) ମାଧ୍ୟମରେ ହେବ।

ପ୍ରଶ୍ନ ୫: ଆବେଦନ ଫି (Application Fees) କେତେ ଦେବାକୁ ପଡ଼ିବ?
ଉତ୍ତର: ସବୁ Category (General/OBC/SC/ST) ର ପାର୍ଥୀମାନଙ୍କ ପାଇଁ ଆବେଦନ ଫି ₹୫୦୦/- ରଖାଯାଇଛି।



Post a Comment

0 Comments