ବିଦ୍ୟା ହେଉଛେ ମହାଧନ: Why Education is the Real Power in 2026.

ସତ୍‌କର୍ମ ହିଁ ଧର୍ମ - Why Education and Character are the Real Wealth?

ଆମର ପୁରୁଖା କଥା ଆର ଆଜିର ଶିକ୍ଷା

ନମସ୍କାର ବନ୍ଧୁଗଣ! ଆମେ ପିଲାଦିନୁ ସ୍କୁଲରେ ଗୋଟେ ପ୍ରାର୍ଥନା ଗାଇ କରି ଆସୁଛୁ - “ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମୋତେ...”। ସେତେବେଳେ ଆମେ ଖାଲି ଆଖି ବୁଜି କରି ଲାଇନ୍‌ରେ ଛିଡ଼ା ହେଉଥିଲୁ, ହେଲେ ସେଇ ଧାଡ଼ିର ଗଭୀର ମାନେ (Meaning) ବୁଝିବାକୁ ଚେଷ୍ଟା କରୁନଥିଲୁ। ବାସ୍ତବରେ, ବିଦ୍ୟା ହେଉଛେ ମହାଧନ ଆରୁ ଇ ବିଦ୍ୟା ହିଁ ଆମକୁ ସତ୍ୟ ଆର ଧର୍ମର ବାଟ ଦେଖାସି।

Bidya Heuche Mahadhana Motivational Image

୧. ଧର୍ମ କାଣା? (What is the true meaning of Dharma?)

ଅନେକ ଲୋକ ମନେ କରନ୍ତି ଯେ ମନ୍ଦିର ଯିବା କିମ୍ବା ପୂଜାପାଠ କରିବା ହିଁ ଧର୍ମ। But logically, Dharma means "Natural Duty" or "Property".

  • Simple Example: ଗୋଟେ ମାଠିଆର ଧର୍ମ ହେଉଛେ ପାଣିକୁ ଧରି ରଖିବା। ଯଦି ମାଠିଆ ଭାଙ୍ଗିଗଲା, ତେବେ ସେ ନିଜର ଧର୍ମ ହରାଇଲା।
  • Human Dharma: ସେମିତି ମଣିଷର ବି ନିଜର ଧର୍ମ ଅଛି। ଜଣେ ଶିକ୍ଷକର ଧର୍ମ ହେଉଛି ପିଲାଙ୍କୁ ସତ୍ ମାର୍ଗ ଦେଖାଇବା (To guide students), ଆଉ ଜଣେ ଛାତ୍ରର ଧର୍ମ ହେଉଛି ନିଷ୍ଠାର ସହ ପାଠ ପଢ଼ିବା।
ବିଦ୍ୟା ଅଟଇ ମହାଧନ - ଏଇଥିପାଇଁ କୁହାଯାଏ କାହିଁକି ନା ବିଦ୍ୟା ହିଁ ଆମକୁ ଶିଖାଏ କି ଆମର କର୍ତ୍ତବ୍ୟ (Dharma) କଣ।

. ଶିକ୍ଷାର ଲକ୍ଷ୍ୟ: ଚରିତ୍ର ଗଠନ (Education & Character Building)

Education is not just about getting a job; it’s about becoming a better human being. ଜଣେ କବି ବହୁତ ସୁନ୍ଦର ଭାବରେ ଲେଖିଛନ୍ତି:

"ଚରିତ୍ର ଗଠନ ଇନ୍ଦ୍ରିୟ ସଂଯମ, ଶିକ୍ଷାର ଲକ୍ଷ୍ୟ ଅଟଇ ।"

ଆଜିର modern world ରେ ଆମେ ସବୁକିଛି ପାଇବା ପାଇଁ ଦୌଡ଼ୁଛୁ, ହେଲେ ନିଜର character ଆଉ morality କୁ ଭୁଲି ଯାଉଛୁ। ମନେ ରଖନ୍ତୁ, ଟଙ୍କା ପଇସା (Money) ଆଜି ଅଛି କାଲି ନାହିଁ, ହେଲେ ବିଦ୍ୟା ଏମିତି ଏକ Asset ଯାହାକୁ କେହି ଚୋରି କରିପାରିବେ ନାହିଁ।

୩. ସତ୍‌କର୍ମ ହିଁ ପ୍ରକୃତ ଧର୍ମ (Action is Religion)

ମହାପୁରୁଷମାନେ କହନ୍ତି - "Work is Worship"। ପ୍ରତ୍ୟେକ ସତ୍କର୍ମକୁ ହିଁ ଧର୍ମ କୁହାଯାଏ।
  • ନିରନ୍ନକୁ ଅନ୍ନଦାନ (Feeding the hungry).
  • ଅସହାୟକୁ ସହାୟତା (Helping the needy).
  • ମାତା, ପିତା ଏବଂ ଗୁରୁଙ୍କୁ ସମ୍ମାନ (Respecting parents and teachers).
ଆମ ସଂସ୍କୃତି ଶିଖାଇଛି - "ମାତୃ ଦେବୋ ଭବ, ପିତୃ ଦେବୋ ଭବ"। ଇଟା ହିଁ ସବୁନୁ ବଡ଼ ସତ। ଯଦି ଆମେ ନିଜ ଜନ୍ମଦାତାଙ୍କୁ ସମ୍ମାନ ନାଇଁ ଦେମୁ, ତେବେ ଯେତେ ପାଠ ପଢ଼ଲେ ବି ସେଟା କାମର ନୁହେଁ।

୪. ଧର୍ମ, ବିଜ୍ଞାନ ଆଉ ଆମର ବିଚାର (Logic vs Blind Faith)

Sometimes, ଧର୍ମ ନାଁରେ ଅନେକ ଅନ୍ଧବିଶ୍ୱାସ (Superstitions) ମଧ୍ୟ ପ୍ରଚାର କରାଯାଏ। ଇଥିରୁ ବଞ୍ଚିବା ପାଇଁ ଆମକୁ "ବିଦ୍ୟା" ଦରକାର।
  • Logic (ତର୍କ): କୌଣସି କଥାକୁ ଆଖି ବୁଜି ବିଶ୍ୱାସ ନକରି ତାକୁ ତର୍କ ସଙ୍ଗତ ଭାବେ ବୁଝିବା ଉଚିତ୍।
  • ଯେଉଁ ଧର୍ମ ମଣିଷ ମଣିଷ ଭିତରେ ଭେଦଭାବ ସୃଷ୍ଟି କରେ କିମ୍ବା ହିଂସା ଶିଖାଏ, ତାହା କଦାପି "ସତ୍‌କର୍ମ" ହୋଇପାରିବ ନାହିଁ।
  • ମଣିଷର ନୈତିକ ମୂଲ୍ୟବୋଧ (Moral Values) ହିଁ ପ୍ରକୃତ ଧର୍ମ ହେବା ଉଚିତ୍।

୫. Conclusion: ସାରକଥା


ସବୁଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ବିଦ୍ୟା ହେଉଛେ ମହାଧନ। ଇ ସଂସାର ରୂପୀ ସମୁଦ୍ରକୁ ପାର ହେବା ପାଇଁ ଧର୍ମ ଗୋଟିଏ ବୋଇତ (Ship) ସଦୃଶ।

Students ମାନଙ୍କୁ ମୋର ଅନୁରୋଧ, ଆପଣ ପାଠ ପଢ଼ନ୍ତୁ, Skills ଶିଖନ୍ତୁ, ହେଲେ ତା ସହିତ ଜଣେ ଭଲ ମଣିଷ ହେବାକୁ ଚେଷ୍ଟା କରନ୍ତୁ। କାହିଁକି ନା ଶିକ୍ଷା ବିନା ମଣିଷ ପଶୁ ସମାନ (Without education, a human is like an animal)।

Post a Comment

0 Comments