୨୫ ଡିସେମ୍ବର ରାଶିଫଳ: କାହାର Luck ଚମକିବା ଆଉ କାହାର ବଢ଼ିବା Tension? 🤔 Daily Horoscope Update.
ନମସ୍କାର ବନ୍ଧୁମାନେ! ଆଜି ୨୫ ଡିସେମ୍ବର, ଗୁରୁବାର। ଆଜିର ଦିନଟା ଆପଣଙ୍କର ପାଇଁ କେନ୍ତା ରହିବ? କାହାର Luck ଚମକିବା ଆଉ କାହାକୁ ଟିକେ ସମ୍ଭାଳି କରି ଚଲବାକୁ ପଡ଼ିବା? Let's check out today’s Rashiphala in our special style!
ଆଜିର ସବୁ ରାଶିର Predictions (Dec 25):
୧. ମେଷ (Aries):
ଆଜି କାମରେ ସଫଳତା ପାଇବା ପାଇଁ ଆପଣଙ୍କୁ ବହୁତ Hard Work କରିବାକୁ ପଡ଼ିପାରେ। ପିଲାମାନଙ୍କ କଥାକୁ ନେଇ ମନଟା ଟିକେ ଟେନସନ ରହିପାରେ। ବ୍ୟବସାୟ ବଢ଼ାଇବା ପାଇଁ ଭଲ ପଦକ୍ଷେପ ନେବେ।
୨. ବୃଷ (Taurus):
ଆଜି ଟିକେ ସମ୍ଭାଳି କରି ଚଲବେ, ଶତ୍ରୁମାନେ ଝମେଲା କରିପାରନ୍ତି। କାମ ଶେଷ କରିବାକୁ ଯାଇ ଟିକେ Confusion ହେବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ମନ ଟିକେ ଭାରାକ୍ରାନ୍ତ ରହିପାରେ।
୩. ମିଥୁନ (Gemini):
ମାନସିକ ଅସ୍ଥିରତା ଯୋଗୁଁ କୌଣସି କାମରେ ମନ ନାଇଁ ଲାଗେ। ଅଯଥା ଝଗଡ଼ାରୁ ଦୂରେଇ ରୁହନ୍ତୁ। ପରିବାର ଲୋକଙ୍କ ସହ ମିଶିକରି କାମ କଲେ ଫାଇଦା ହେବ।
୪. କର୍କଟ (Cancer):
କର୍ମକ୍ଷେତ୍ରରେ ସମସ୍ୟା ଥିଲେ ବି ଆପଣ ସବୁ କାମ Complete କରିପାରିବେ। ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ଯୋଗ ଅଛି। Sports ଏବଂ Literature ରେ ଥିବା ଲୋକେ ପ୍ରଶଂସିତ ହେବେ।
୫. ସି˚ହ (Leo):
ବହୁତ ଦିନରୁ ରହିଯାଇଥିବା ସମସ୍ୟା ଆଜି ସମାଧାନ ହୋଇଯିବ। ବନ୍ଧୁମାନଙ୍କ ସହ କଥା ହେଲାବେଳେ ଟିକେ ସାବଧାନ, ନହେଲେ ସେମାନେ Wrong Interpretation କରିପାରନ୍ତି।
୬. କନ୍ୟା (Virgo):
କର୍ମକ୍ଷେତ୍ରରେ କେହି ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିପାରନ୍ତି। ଆର୍ଥିକ ଦିଗଟି ଭଲ ରହିବ, ଖୁସି ଅନୁଭବ କରିବେ। ପରିସ୍ଥିତି ସହ ଖାପ ଖୁଆଇ ଚଲବାକୁ ଚେଷ୍ଟା କରନ୍ତୁ।
୭. ତୁଳା (Libra):
ଆଜି କୌଣସି ଜିନିଷର ଅଭାବ ରହିବ ନାହିଁ। ବନ୍ଧୁଙ୍କ ଠାରୁ ଭଲ ଖବର ପାଇ ବିସ୍ମୟ ହେବେ। ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ। ମନ ଦୁଃଖ ଥିଲେ ବି କାମ କରିବାକୁ ବାଧ୍ୟ ହେବେ।
୮. ବିଛା (Scorpio):
ସାଙ୍ଗସାଥିଙ୍କ ସାହାଯ୍ୟରେ ମାନସିକ ଶାନ୍ତି ମିଳିବ। ସଭାସମିତି ବା ଗଠନମୂଳକ କାମରେ ଯୋଗ ଦେଇପାରନ୍ତି। ପରିବେଶକୁ ଦେଖି କାମ କରନ୍ତୁ, ନହେଲେ Trouble ହୋଇପାରେ।
୯. ଧନୁ (Sagittarius):
କର୍ମକ୍ଷେତ୍ରରେ ଅସମ୍ମାନିତ ହେବାର ଭୟ ଅଛି। ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ଆତ୍ମୀୟଙ୍କ ସହାନୁଭୂତିରୁ କିଛି ସମସ୍ୟା କମିଯିବ।
୧୦. ମକର (Capricorn):
ପାରିବାରିକ ବିବାଦ ଯୋଗୁଁ ଠିକ୍ Decision ନେଇପାରିବେ ନାହିଁ। ଆର୍ଥିକ ସ୍ଥିତି ଠିକ୍ ରହିବ କିନ୍ତୁ କାମ ଡେରିରେ ହେବ। ଆଇନ ଅଦାଲତରେ ସୁଫଳ ମିଳିବ।
୧୧. କୁମ୍ଭ (Aquarius):
ଆଜି ଆଲୋଚନା ମାଧ୍ୟମରେ ସବୁ ସମସ୍ୟା ସମାଧାନ କରିବେ। ଅଯଥା ଭାବପ୍ରବଣ ହୁଅନ୍ତୁ ନାହିଁ। ଗାଡ଼ି ଚଲାଇଲା ବେଳେ ଏବଂ ଲୋକସମ୍ପର୍କ ବେଳେ ଟିକେ ଚିନ୍ତା କରି କାମ କରନ୍ତୁ।
୧୨. ମୀନ (Pisces):
ବନ୍ଧୁମାନେ ଆପଣଙ୍କ ଠାରୁ ଫାଇଦା ନେବାକୁ ଚେଷ୍ଟା କରିବେ। କାମରେ ବାଧା ଆସିପାରେ, କିନ୍ତୁ Patience ରଖନ୍ତୁ। ପଛ କଥା ନ ଭାବି ଆଗକୁ ଚାଲନ୍ତୁ।

0 Comments